Jump to content

ଶ୍ରଦ୍ଧେୟ

ଉଇକିଅଭିଧାନ‌ରୁ

ଶ୍ରଦ୍ଧେୟ

ଉଚ୍ଚାରଣ

[ସମ୍ପାଦନା]
(ଶ୍ରଦ୍ଧେୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଶ୍ରଦ୍ଧା+ ଧା ଧାତୁ+କର୍ମ..ଯ)

[ସମ୍ପାଦନା]

ଶ୍ରଦ୍ଧା ବା ଭକ୍ତିର ଯୋଗ୍ୟ; ଯାହାଙ୍କୁ ଶ୍ରଦ୍ଧା କାରଯିବା ଉଚିତ — Deserving to be revered; venerable