Jump to content

ଶ୍ରବ

ଉଇକିଅଭିଧାନ‌ରୁ

ଶ୍ରବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶ୍ରୁ ଧାତୁ= ଶୁଣିବା+ଭାବ. ଅ, ଅସ୍)

[ସମ୍ପାଦନା]
୧. ଶ୍ରବଣ; ଶୁଣିବା —୧. Hearing; listening.
୨. (+କରଣ ଅ, ଅସ,) ଶ୍ରବଣେନ୍ଦ୍ର; କର୍ଣ୍ଣ —୨. The ear.
୩. [+ଭାବ. ଅ, ଅସ୍,] ସ୍ରାବ; କ୍ଷର —ଣ ୩. Oozing.
୪. ଖ୍ୟାତି; ପ୍ରସିଦ୍ଧ —୪. Notoriety.
୫. ଯଶଃ. କୀର୍ତ୍ତ —୫. Fame.