Jump to content

ଶ୍ରବଣ

ଉଇକିଅଭିଧାନ‌ରୁ

ଶ୍ରବଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି— (ଶ୍ରୁ ଧାତୁ= ଶୁଣିବା +ଭାବ. ଅନ)

[ସମ୍ପାଦନା]
୧. ଶୁଣିବା ୧. Hearing; listening
୨. (+କରଣ ଅନ)—ଶ୍ରବଣେନ୍ଦ୍ରିୟ; କର୍ଣ୍ଣ;କାନ —୨. The ear.
୩. (ଜ୍ୟୋତିଷ)—ଶ୍ରବଣା ନକ୍ଷତ୍ର —୩. (Astrology) The ୨୨nd asterism
୪. ଭକ୍ତିର ନବଲକ୍ଷଣ ବା ନବଧା ଭକ୍ତି ମଧ୍ୟରୁ ଗୋଟିଏ —୪. One of the peocesses (via haring or listening) for attaining devotion.

[ଦ୍ରଷ୍ଟବ୍ୟ — ହିନ୍ଦୁଶାସ୍ତ୍ର ଅନୁସାରେ ଭକ୍ତିର ଲକ୍ଷଣ ୯ ଗୋଟି ଯଥା— ଶ୍ରବଣ (ଦେବତାଦିଙ୍କ ନାମ ଶ୍ରବଣ), କୀର୍ତ୍ତନ, ସ୍ମରଣ,ପଦସେବା ପୂଜା ବା ଅର୍ଚ୍ଚନା,ସ୍ତବ ବା ବନ୍ଦନ ,ପରିଚର୍ଯ୍ୟା ବା ଦାସ୍ୟ ସଖ୍ୟ ଭାବରେ ସମ୍ଭାଷଣ ଓ ଆମ୍ଭ ସମର୍ପଣ ବା ଆତ୍ମ ନିବେଦନ]