Jump to content

ଶ୍ରବଣା

ଉଇକିଅଭିଧାନ‌ରୁ

ଶ୍ରବଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶ୍ରବଣ+ଆ)

[ସମ୍ପାଦନା]
୧. (ଜ୍ୟୋତିଷ) ନକ୍ଷତ୍ର ବିଶେଷ; ଦ୍ୱାବିଂଶ ନକ୍ଷତ୍ର —୧. (Astrology) The ୨୨ nd asterism.
୨. (ବୈଦ୍ୟକ) ମୁଣ୍ଡିତିକା ଗୁଳ୍ମ; ଶ୍ରାବଣୀ, ଶ୍ରବଣାହାଃ —୨. Name of a plnat; sphaeranthus Indiicus.