Jump to content

ଶ୍ରବଣୀୟ

ଉଇକିଅଭିଧାନ‌ରୁ

ଶ୍ରବଣୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶ୍ରୁ ଧାତୁ+କର୍ମ ଅନୀୟ)

[ସମ୍ପାଦନା]

ଶ୍ରବଣ ଯୋଗ୍ୟ; ଶ୍ରୋତବ୍ୟ —Fit to be heard.