Jump to content

ଶ୍ରବଣ ଗୋଚର

ଉଇକିଅଭିଧାନ‌ରୁ

ଶ୍ରବଣ ଗୋଚର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ— (୬ଷ୍ଠୀ ତତ୍; ଶ୍ରବଣ+ଗୋଚର)

[ସମ୍ପାଦନା]
୧. (ଶଦ୍ଦାଦି)ଯାହା ଶୁଣାଯାଏ; ଶ୍ରୁତି; ଶ୍ରୁତି ଗୋଚର; ଶୁଣାଯିବା —୧. Felt by the organ of hearing; that which is heard.
୨. ଯାହା ନିକଟବର୍ତ୍ତୀ ଥିବାରୁ ଶୁଣା ଯାଏ —୨. Within the haring; within the range of the ear; within ear- shot.