Jump to content

ଶ୍ରବଣ ରନ୍ଧ୍ର

ଉଇକିଅଭିଧାନ‌ରୁ

ଶ୍ରବଣ ରନ୍ଧ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି— (୬ଷ୍ଠୀ ତତ୍; ଶ୍ରବଣ +ବିବର)

[ସମ୍ପାଦନା]
୧. କାନର ଛିଦ୍ର; ଯେଉଁ ଛିଦ୍ର ବାଟେ ପ୍ରାଣୀ ବାହାରର ଶବ୍ଦ ଶୁଣିପାରେ) —୧. The hole in the ear.
୨. କାନ ମଧ୍ୟରେ ଖିବା ଗହ୍ୱର —୨. The cavity inside the ear. tympanum.