Jump to content

ଶ୍ରବ୍ୟ କାବ୍ୟ

ଉଇକିଅଭିଧାନ‌ରୁ

ଶ୍ରବ୍ୟ କାବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଶ୍ରବ୍ୟ+କାବ୍ୟ)

[ସମ୍ପାଦନା]

ନାଟକ ଭିନ୍ନ ଅନ୍ୟ କାବ୍ୟ (ଯେଉଁ କାବ୍ୟ ନାଟ୍ୟ ନୁହେଁ) — A literary work other than a drama.

[ଦ୍ରଷ୍ଟବ୍ୟ — ଏହା ୩ ପ୍ରକାର, ଯଥା— ପଦ୍ୟମୟ, ଗଦ୍ୟମୟ ଓ ଗଦ୍ୟ ପଦ୍ୟମୟ ଏମାନେ ପ୍ରତ୍ୟେକ ମଧ୍ୟ୩ ଭାଗରେ ବିଭକ୍ତ ଯଥା— ମହାକାବ୍ୟ, ଖଣ୍ଡକାବ୍ୟ ଓ କୋଷକାବ୍ୟ]