ଶ୍ରମଜୀବୀ
(ଶ୍ରମଜୀବିନ୍—ସ୍ତ୍ରୀ)
ଶ୍ରମ ବା କାୟିକ ପରିଶ୍ରମଦ୍ୱାରା ଜୀବିକା ନିର୍ବାହକାରୀ —Living on labour.
ମୂଲିଆ; କୁଲି — Labourer; cooly; workman.