Jump to content

ଶ୍ରମଣ

ଉଇକିଅଭିଧାନ‌ରୁ

ଶ୍ରମଣ

ଉଚ୍ଚାରଣ

[ସମ୍ପାଦନା]
(ଶ୍ରମଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶ୍ରମ୍ ଧାତୁ+ କର୍ତ୍ତୃ. ଅନ)

[ସମ୍ପାଦନା]
୧. ସନ୍ୟାସୀ ୧. A recluse.
୨. ଭିକ୍ଷୁକ — ୨. A begger.

 : ବୌଦ୍ଧଭିକ୍ଷୁ — ୩. A Buddhist monk.

୪. ଶ୍ରବଜୀବୀ ବ୍ୟକ୍ତି — ୪. A labourer; cooly.
୫. ନୀଚବ୍ୟବସାୟୀ ବ୍ୟକ୍ତି ୫. A person following a low profession

ବିଶେଷଣ -

[ସମ୍ପାଦନା]
୧. ଘୃଣିତ —୧. Detested; hareful.
୨. ଅପକୃଷ୍ଟ —୨. Inferior
୩. ନୀଚ — ୩. Low; base