ଶ୍ରାଦ୍ଧିକ
ଦେଖଣା
ଶ୍ରାଦ୍ଧିକ
ଉଚ୍ଚାରଣ
[ସମ୍ପାଦନା](ଶ୍ରାଦ୍ଧିକୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଶ୍ରାଦ୍ଧ+ଭୋଜନାର୍ଥେ ଇକ)
[ସମ୍ପାଦନା]- ୧. ଶ୍ରାଦ୍ଧ ସମ୍ୱନ୍ଧୀୟ —୧. Relating to Ṡrāddha.
- ୨. (ପୁଂ) ଶ୍ରାଦ୍ଧରେ ଭୋଜନକାରୀ —୨. Partaking of the 'Ṡrāddha' offerings.
ବିଶେଷ୍ୟ -
[ସମ୍ପାଦନା]- ୧. ଶ୍ରାଦ୍ଧ ବ୍ରାହ୍ମଣ (ଦେଖ) - —୧. Ṡrāddha. Brāhmaṇa. (See)
- ୨. ଶ୍ରାଦ୍ଧରେ ଦେୟ ବସ୍ତୁ — ୨. Articles given away on the occasion of a Ṡrāddha
- ୩. ଯେଉଁ ପିତୃଲୋକଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦିଆଯାଏ —୩. The recipient of obsequel offering. (Apte)