Jump to content

ଶ୍ରାଦ୍ଧ କରିବା

ଉଇକିଅଭିଧାନ‌ରୁ

ଶ୍ରାଦ୍ଧ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମାତୃପିତୃଗଣଙ୍କୁ ପିଣ୍ଡ ଦାନ କରିବା — ୧. To offer rice-cakes to one's decesased ancestors

[ଦ୍ରଷ୍ଟବ୍ୟ — ପିତୃଙ୍କର ତୋଷ ପାଇଁ ସେ ଶ୍ରାଦ୍ଧ କଲେ କୃଷ୍ଣସିଂହ ମହାଭାରତ ଆଦି]

୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ପୂର୍ବ— ପୁରୁଷଙ୍କ ନାମ ଧରି ଗାଳି ଦେବା —୨. (figurative) To call names by aabusing a person's ancestors

(ଯଥା— ସେ ମୋର ୭ ପୁରୁଷଙ୍କୁ ଶ୍ରାଦ୍ଧ କଲା)

୩. କୌଣସି ବିଷୟକୁ ଶେଷଥର ପାଇଁ ତ୍ୟାଗ କରିବା; ଜଳାଞ୍ଜଳି ଦେବା —୩. (figurative) To make an end of a thing; to bid adieu to a matter.

(ଯଥା— ସେ ପଢ଼ାପଢ଼ିର ଶ୍ରାଦ୍ଧ କଲାଣି)