ଶ୍ରାନ୍ତ
ଦେଖଣା
ଶ୍ରାନ୍ତ
ଉଚ୍ଚାରଣ
[ସମ୍ପାଦନା](ଶ୍ରାନ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶ୍ରମ୍ ଧାତୁ+ କର୍ତ୍ତୃ ତ)
[ସମ୍ପାଦନା]- ୧. କ୍ଲାନ୍ତ ୧. Fatigued; tired.
- ୨. କ୍ଷୟିତ — ୨. Worn out; wearied; exhausted.
- ୩. ନିବୃତ୍ତ —୩. Appeased; calmed; at rest.
- ୪. ଭୋଗତୃପ୍ତ —୪. Satiated; gratified.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ବେରାଗୀ; ସନ୍ନ୍ୟାସୀ — An ascetic (Apte)