Jump to content

ଶ୍ରାନ୍ତି

ଉଇକିଅଭିଧାନ‌ରୁ

ଶ୍ରାନ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶ୍ରମ୍ ଧାତୁ+ ଭାବ. ତି)

[ସମ୍ପାଦନା]
୧. କ୍ଲାନ୍ତି; ପରିଶ୍ରମିଜନତ ଅବସାଦ —୧. Fatigue; weariness; exhaustion; lassitude,
୨. ଶ୍ରମାନ୍ତେ ବିଶ୍ରାମ — ୨. Rest after fatigue; refreshment
୩. ନିବୃତ୍ତି —୩. Cessation.
୪. ଭୋଗତୃପ୍ତି — ୪. Satiation; gratification
୫. ଶ୍ରମ ୫. Toil; labour.