ଶ୍ରାନ୍ତ କାୟ
(ଶ୍ରାନ୍ତଦେହ—ଅନ୍ୟରୂପ)
(ଶ୍ରାନ୍ତକାୟା, ଶ୍ରାନ୍ତଦେହା— ବିଶେଷଣ - ସ୍ତ୍ରୀ)
କ୍ଲାନ୍ତ ଶରୀର — Fatigued body
ଯାହାର ଶରୀର କ୍ଲାନ୍ତ ହୋଇଅଛି —Fatigued