ଶ୍ରାବକ
ଦେଖଣା
ଶ୍ରାବକ
ଉଚ୍ଚାରଣ
[ସମ୍ପାଦନା](ଶ୍ରାବିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶ୍ରୁ ଧାତୁ+କର୍ତ୍ତୃ ଅକ)
[ସମ୍ପାଦନା]ଶ୍ରବଣକାରୀ — ୧. Hearing; listening.
ବିଶେଷ୍ୟ -
[ସମ୍ପାଦନା]- ୧. କାକ; କୁଆ —୧. Crow.
- ୨. ଶାକ୍ୟ—
ମୁନିଙ୍କ ଶିଷ୍ୟ; ବୌଦ୍ଧ —୨. A disciple o votary of the Buddha.
- ୩. ଶ୍ରୋତା —୩. Hearer;listener
- ୪. ବାହକ —୪. A bearer (Apte)
- ୫. ଶିଷ୍ୟ; ଛାତ୍ର —୫. A pupil; disciple (Apte)
- ୬. ବୌଦ୍ଧ ଯତିଙ୍କ ଶ୍ରେଣୀବିଶେଷ —୬. A class of Buddhist saints or votaries (Apte)
- ୭. ବେଦ ବିରୁଦ୍ଧ ମତବାଦୀ ବ୍ୟକ୍ତି —୭. a heretic (Apte)