Jump to content

ଶ୍ରାବଣ

ଉଇକିଅଭିଧାନ‌ରୁ

ଶ୍ରାବଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶ୍ରବଣ +ଅ)

[ସମ୍ପାଦନା]
୧. ପାପିଷ୍ଠ —୧. Sinful.
୨. ଶ୍ରବଣେନ୍ଦ୍ରିୟଲବ୍ଧ [ଜ୍ଞାନ] —୨. (knowledge) Derived through the sense of hearing.
୩. କର୍ଣ୍ଣ ସମ୍ୱନ୍ଧୀୟ —୩. Relating to the ear
୪. (ଶ୍ରବଣା+ ଆ)—ଶ୍ରବଣା ନକ୍ଷତ୍ରସମ୍ୱନ୍ଧୀୟ — ୪. Relating to the ṡrabaṇā asterism
୫. ଶ୍ରବଣା ନକ୍ଷତ୍ରରେ ଜାତ (ବ୍ୟକ୍ତି) —୫. Born under the asterism Ṡrabaṇā
୬. ବେଦ ବିରୁଦ୍ଧ ମତବାଦୀ —୬. Heretica.

ବି—(ଶ୍ରାବଣୀ=ଶ୍ରାବଣ ପୂର୍ଣ୍ଣିମା +ଅ)

[ସମ୍ପାଦନା]
୧. ଆଷାଢ଼ର ପରବର୍ତ୍ତୀ ଚାନ୍ଦ ମାସ (ବର୍ଷାରୂତୁ) —୧. The lunar month of ṡrābaṇa (july- Augest)
୨. ପାଷାଣ୍ଡ —୨. A heretic (Apte)
୩. ଧୂର୍ତ୍ତବ୍ୟକ୍ତି; ଶଠ —୩. An imposter. (Apte).
୪. (ନାମ) ଦଶରଥଙ୍କଦ୍ୱାରା ଅଜାଣତରେ ଶରାହତ ଓ ମୃତ ବୈଶ୍ୟ ଯତି, ଯାହାଙ୍କ ବୃଦ୍ଧା ପିତା ଓ ମାତାଙ୍କ ଅଭିଶାପରେ ଦଶରଥ ପୁତ୍ରବିୟୋଗ ଦୁଃଖରେ ମୃତ ହେଲେ —୪. Name of a B&aline;iṡya ascetic who was unwittingly shot dead by king Daṡaratha who was, in consequence, cursed by the old parents of the deceased, that he would die of broken heart for being separated from his sons (Apte)
୫. ଶ୍ରବଣେନ୍ଦ୍ରିୟଜନିତ ଜ୍ଞାନ ୫. Knowledge derived from hearing (Apte)