Jump to content

ଶ୍ରାବନ୍ତୀ

ଉଇକିଅଭିଧାନ‌ରୁ

ଶ୍ରାବନ୍ତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରାମାୟଣୋକ୍ତ ନଗରୀ ବିଶେଷ; ଉତ୍ତରକୋଶଳସ୍ଥ ଲବଙ୍କ ରାଜଧାନୀ; ଧର୍ମପତ୍ତନ ନାମକ ନଗରର ନାମାନ୍ତର —Name of an ancient town of the name fo Dharmapattana

[ଦ୍ରଷ୍ଟବ୍ୟ — କେହିକେହି ଏହାକୁ ଶ୍ରାବସ୍ତୀ ବୋଲି କହନ୍ତି ବିଶ୍ୱକୋଷ]