Jump to content

ଶ୍ରାବ୍ୟ

ଉଇକିଅଭିଧାନ‌ରୁ

ଶ୍ରାବ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ -[ଶ୍ରୁ ଧାତୁ ଣିଚ୍ ଶ୍ରାବି ଧାତୁ କର୍ମ .ଯ]

[ସମ୍ପାଦନା]
୧. ଶ୍ରବଣୀୟ; ଶୁଣିବାର ଉପଯୁକ୍ତ; ଶ୍ରବଣଯୋଗ୍ୟ — ୧. Fit to be heard; audible.
୨. ଶୁଣାଇବାର ଉପଯୁକ୍ତ — ୨,. Fit to be intimated.