Jump to content

ଶ୍ରାହି

ଉଇକିଅଭିଧାନ‌ରୁ

ଶ୍ରାହି

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ଶରା= ମୁସଲମାନଙ୍କ ଧର୍ମଶାସ୍ତ୍ର; ଶ୍ରାହି= ମୁସଲମାନଙ୍କ ଧର୍ମଶାସ୍ତ୍ର ସମ୍ୱନ୍ଧୀୟ)

[ସମ୍ପାଦନା]

ମୁସଲମାନଙ୍କ ଗଣନାରେ ହିଜରୀ ବର୍ଷର ସଂଖ୍ୟାର ପରେ ଲେଖାଯିବା ଶବ୍ଦ — A word used to denote the number of the Hijri or Mahomedan year.

[ଦ୍ରଷ୍ଟବ୍ୟ — 'ଶ୍ରାହି' ଶବ୍ଦ ବର୍ଷ ସଂଖ୍ୟା ପରେ ଓ ମାସର ନାମ ପୂର୍ବରେ ଲେଖା ଯିବା ଦେଖାଯାଏ ଯଥା ୧୩୨୩: ଶ୍ରାହି କାର୍ତ୍ତିକ ଶୁକ୍ଲ ସପ୍ତମୀ; ଏଥିରୁ ଅନୁମାନ ଏହି ହିଜରୀ ସନ ଇଂରାଜି ସନଠାରୁ ୫୮୩: ବର୍ଷ କମ୍ ଓ ଏହିସନର ପ୍ରଥମ ମାସ ମହରମ ଠାରୁ ଆରମ୍ଭ ହୁଏ

ଶ୍ରୀ ବିଜୟଚନ୍ଦ୍ର ମଜୁମଦାରଙ୍କ ଓଡ଼ିଆ ପରିଚୟର ୩ୟ ଭାଗରେ ଉଦ୍ଧୃତ ୧୩ଶ ଶତାଦ୍ଦୀର ଭୁବନେଶ୍ୱରସ୍ଥ ଶିଳାଲିପିରେ ମଧ୍ୟ 'ଶ୍ରାହି' ଶବ୍ଦ ଦେଖାଯାଏ ଦିନାଦି ପାଞ୍ଜିରେ 'ଅ ୨୨:ଙ୍କ ଶ୍ରାହି କୁମ୍ଭ ୧୮: ଦିନ ଫାଲୁନ ପୂର୍ଣ୍ଣିମା ଆଦି ଲେଖା ଥିବା ମଧ୍ୟ ଦେଖାଯାଏ