ଶ୍ରାୟ
ଦେଖଣା
ଶ୍ରାୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଶ୍ରୀ +ସମ୍ୱନ୍ଧାର୍ଥେ ଅ; ନିପାତନ)
[ସମ୍ପାଦନା]ଲକ୍ଷ୍ମୀ ସମ୍ୱନ୍ଧୀୟ Relating to the Goddess of wealth
ବି— (ଶ୍ରି ଧାତୁ= ଆଶ୍ରୟ କରିବା+ ଭାବ ଅ)
[ସମ୍ପାଦନା]- ୧. ଆଶ୍ରୟଣ; ଆଶ୍ରୟ କରିବା —୧. Taking shelter.
- ୨. (+କର୍ମ ଅ) ଆଶ୍ରୟ; ଅବଲମ୍ୱନ; ଯାହାକୁ ଅବଲମ୍ୱନ କରାଯାଏ —୨. Shelter; refuge support.
- ୩. (+ଅଧିକରଣ ଅ)—ଆଶ୍ରୟ ନେବା ସ୍ଥାନ —୩. Place of shelter.