ଶ୍ରି (ଧାତୁ)
ଦେଖଣା
ଶ୍ରି (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ଆଶ୍ରୟ କରିବା; ଆଶ୍ରୟ ନେବା; ଆଶ୍ରୟ ପାଇବା ପାଇଁ ଅନ୍ୟ ନିକଟରେ ପହଞ୍ଚିବା ୧. To take shelter under; to take refuge under; to resort to. to depend upon; to approch for protection
- ୨. ସେବା କରିବା —୨. To serve; to tend; to attend upon
- ୩. ବାସ କରିବା —୩. To dwell in, to inhabit (Apte)
- ୪. ଅନ୍ୟଠାରେ ନିର୍ଭର କରିବା —୪. To cling to; to rest on; to depend on (Apte)
- ୫. ପୂଜା କରିବା — ୫. To worship; to honour (Apte)
- ୬. ବ୍ୟବହାର କରିବା; ପ୍ରୟୋଗ କରିବା —୬. To use; to employ (Apte)
- ୭. ଭକ୍ତି ପୂର୍ବକ ଅନୁସରିବା — ୭. To devote oneself to ;to be attached to (Apte)
- ୮. ସାହାର୍ଯ୍ୟ କରିବା —୮. To help; to assist (Apte)
[ଦ୍ରଷ୍ଟବ୍ୟ — ଆ+ଶ୍ରି ଧାତୁ= ରକ୍ଷାର୍ଥ ଅବଲମ୍ୱନ କରିବା; ଅପ+ଶ୍ରି ଧାତୁ= ତ୍ୟାଗ କରିବା; ଉତ୍+ ଶ୍ରି ଧାତୁ =ବୁଦ୍ଧି ପାଇବା]