ଶ୍ରୋତ
ଦେଖଣା
ଶ୍ରୋତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ଶ୍ରୁ ଧାତୁ=କ୍ଷରିତ ହେବା+କର୍ତ୍ତୃ. ଅସ୍, ତ ଆଗମ; ଶ୍ରୋତସ୍ ଶବ୍ଦ)
[ସମ୍ପାଦନା]- ୧. ସ୍ରୋତଃ; ନଦ୍ୟାଦିର ବେଗ —୧. Current of a river or of any watercourse.
- ୨. (+କରଣ. ଅସ୍) ଜ୍ଞାନେନ୍ଦ୍ରିୟ ୨. The organ of perception or sense.
- ୩. ଜ୍ଞାନ —୩. Knowledge.
- ୪. ଶ୍ରବଣ; କର୍ଣ୍ଣ— [ବିଶ୍ୱକୋଷ] —୪. Ear.
[ଉ—ବିଶୋଉଁ ଏ କଥା ଶ୍ରୋତ ହେଉଁ ସରସୀ ରସତ ବକ୍ରରୂପୀ ଧରନ୍ତେ ପୟର ଭଞ୍ଜ. ବୈଦେହୀଶବିଳାସ]