ଶ୍ରୋତରେ
[ଶ୍ରୋତେ—ଅନ୍ୟରୂପ]
[ପ୍ରାଚୀନ ପଦ୍ୟ; ଅସମାପିକା କ୍ରିୟାସ୍ଥଳରେ ବ୍ୟବହୃତ] ଶୁଣନ୍ତେ; ଶୁଣିବାକୁ —On hearing;hearing.
[ଉ—ଶ୍ରୋତରେ ସେ ସୁଖ—ସରିତ ସ୍ରୋତରେ ସତ୍ୱରେ ଚିତ୍ତ ମଜ୍ଜାଇଲେ ଭଞ. କୋଟି ବ୍ରହ୍ମାଣ୍ଡସୁନ୍ଦରୀ]