Jump to content

ଶ୍ରୋତା

ଉଇକିଅଭିଧାନ‌ରୁ

ଶ୍ରୋତା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ଶ୍ରୁ ଧାତୁ=କ୍ଷରିତ ହେବା+କର୍ତ୍ତୃ. ଅପ୍, ତ ଆଗମ; ଶ୍ରୋତସ୍ ଶବ୍ଦ)

[ସମ୍ପାଦନା]
୧. ସ୍ରୋତଃ; ନଦ୍ୟାଦିର ବେଗ —୧. Current of a river or of any watercourse.
୨. (+କରଣ. ଅସ୍) ଜ୍ଞାନେନ୍ଦ୍ରିୟ ୨. The organ of perception or sense.
୩. ଜ୍ଞାନ —୩. Knowledge.
୪. ଶ୍ରବଣ; କର୍ଣ୍ଣ— [ବିଶ୍ୱକୋଷ] —୪. Ear.

[ଉ—ବିଶୋଉଁ ଏ କଥା ଶ୍ରୋତ ହେଉଁ ସରସୀ ରସତ ବକ୍ରରୂପୀ ଧରନ୍ତେ ପୟ ଭଞ୍ଜ. ବୈଦେହୀଶବିଳାସ]



ଶ୍ରୋତା

ଉଚ୍ଚାରଣ

[ସମ୍ପାଦନା]
[ଶ୍ରୋତ୍ରୀ—ସ୍ତ୍ରୀ] 

[ବକ୍ତା—ବିପରୀତ]

ସଂସ୍କୃତ - ବିଶେଷଣ - ପୁଂ—[ଶ୍ରୂ ଧାତୁ=ଶୁଣିବା+କର୍ତ୍ତୃ. ତୃ, ଶ୍ରୋତ, ଶବ୍ଦ ୧ମା. ୧ବ]

[ସମ୍ପାଦନା]

ଶ୍ରବଣକାରୀ —Hearing; listening.

ବିଶେଷ୍ୟ -

[ସମ୍ପାଦନା]

ଯେ ଶାସ୍ତ୍ରାଦି ଶୁଣେ —A hearer; audience.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ପୃହା — ୧. Interest; curiousity; avidity.

[ଉ— ଶୁଣିବା ମନେ ଧରି ଶ୍ରୋତା ଯଶୋବନ୍ତ ପ୍ରେମଭକ୍ତି ଗୀତା]

୨. ସ୍ନେହ —୨. Affection.

[ଉ— ସତ୍ୟଭାମା ମୁଖ ହରି ମୂର୍ଚ୍ଛିଲେ କେସନ, ପତି ଶ୍ରୋତା ଯାର ଦେହ ଧରେ କେତେ ଦିନ ପ୍ରାଚୀ. ରହସ୍ୟମଞ୍ଜରୀ]