Jump to content

ଶ୍ରୋତ୍ର

ଉଇକିଅଭିଧାନ‌ରୁ

ଶ୍ରୋତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—[ଶ୍ରୁ ଧାତୁ+କରଣ. ତ୍ର]

[ସମ୍ପାଦନା]
୧. [ଯାହାଦ୍ୱାରା ଶୁଣା ଯାଏ]—କାନ; କର୍ଣ୍ଣ —୧. The ear.
୨. [+ କର୍ମ କ୍ର; ଯାହାକୁ ଶୁଣା ଯାଏ କିମ୍ୱା+କରଣ. କ୍ର; ଯାହାଦ୍ୱାରା ଧର୍ମା ଧର୍ମ ଶୁଣା ଯାଏ]—ଶ୍ରୁତ; ବେଦ —୨. The Bedas.