Jump to content

ଶ୍ରୋତ୍ର ପେୟ

ଉଇକିଅଭିଧାନ‌ରୁ

ଶ୍ରୋତ୍ର ପେୟ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - (୩ୟାତତ୍)

୧. ଆଦର; ସମ୍ମାନ ବା ମନୋଯାଗ ସହିତ ଶୁଣାଯିବାର ଯୋଗ୍ୟ —୧. Deserving to be heard with respect and attention.
୨. କର୍ଣ୍ଣ ମଧୁର —୨. Sweet to hear.