Jump to content

ଶ୍ରୌତ

ଉଇକିଅଭିଧାନ‌ରୁ

ଶ୍ରୌତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ଶ୍ରୁତି+କୃତାର୍ଥେ ଅ)

[ସମ୍ପାଦନା]

ଶ୍ରୁତି—ବିହିତ; ବେଦ— ବିହିତ —Enjoined by the Bedas.

ବିଶେଷ୍ୟ -

[ସମ୍ପାଦନା]
୧. ଯଜ୍ଞାଗ୍ନିକ୍ରୟ (ଗାର୍ବପତ୍ୟ, ଆହବନୀୟ ଓ ଦକ୍ଷିଣ) —୧. Three of the sacrifial fires.
୨. ବେଦ— ବିହିତ ଧର୍ମାଦି (ବିଶ୍ୱକୋଷ) —୨. Action or conduct enjoined by the Bedas.

[ଦ୍ରଷ୍ଟବ୍ୟ —ଧର୍ମ ଦୁଇ ପ୍ରକାର—ଶ୍ରୌତ (ଶ୍ରୂତିବିହିତ) ଓ ସ୍ମାର୍ତ୍ତ (ସୃତିବିହିତ) ଦାନ, ଅଗ୍ନିହୋତ୍ର, ଯଜ୍ଞ ଶ୍ରୌତ; ବର୍ଣ୍ଣାଶ୍ରମ ଆଚାର, ଯମ, ନିୟମ ସ୍ମାର୍ତ୍ତ଼]