Jump to content

ଶ୍ରୟ

ଉଇକିଅଭିଧାନ‌ରୁ

ଶ୍ରୟ

ଉଚ୍ଚାରଣ

[ସମ୍ପାଦନା]

[ଶ୍ରୟଣ— ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - [ଶ୍ରି ଧାତୁ= ଆଶ୍ରୟ କରିବା+ଭାବ ଅ]

[ସମ୍ପାଦନା]
୧. ଆଶ୍ରୟ; ଅବଲମ୍ୱନ —୧. Refuge; shelter; protection; asylum.
୨. ବାସ — ୨. Residence.
୩. (କ୍ଷେତ୍ରତତ୍ତ୍ୱ ପାରିଭାଷିକ ଶବ୍ଦ) ସମକୋଣୀ ତ୍ରିଭୁଜର କୋଟୀ —୩. The hypotenuse of a rightangled triangle