Jump to content

ଶ୍ଳକ୍ଷ୍ଣ

ଉଇକିଅଭିଧାନ‌ରୁ

ଶ୍ଳକ୍ଷ୍ଣ

ଉଚ୍ଚାରଣ

[ସମ୍ପାଦନା]
(ଶ୍ଲକ୍ଷ୍ମ—ସ୍ତ୍ରୀ) 

[ଶ୍ଲକ୍ଷ୍ଣତା—ବି]

ସଂସ୍କୃତ - ବି(ଶ୍ଲିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ. କ୍ଣ)

[ସମ୍ପାଦନା]
୧. ଅଳ୍ପ —୧. Little; meagre.
୨. ସୂକ୍ଷ୍ମ —୨. Minute; fine.
୩. ମନୋହର — ୩. Graceful; pleasing.
୪. ସ୍ନିଗ୍ଧ —୪. Oily.
୫. କୃଶ —୫. Weak; lean;emaciated.
୬. ଚିକ୍କଣ —୬. Smooth;slippery.
୭. ମଧୁର (ବାକ୍ୟ) —୭. Sweet (word)