Jump to content

ଶ୍ଳଥ

ଉଇକିଅଭିଧାନ‌ରୁ

ଶ୍ଳଥ

ଉଚ୍ଚାରଣ

[ସମ୍ପାଦନା]

[ଶ୍ଲଥତା(ତ୍ୱ)—ବି]

=== ସଂସ୍କୃତ - ବିଶେଷଣ - (ଶ୍ଳଥ. ଧାତୁ+କର୍ତ୍ତୃ ଅ)

୧. ଶିଥିଳ; ଢିଲା; ହୁଗୁଳା —୧. Slackened; loosened; slack; loose
୨. ଦୁର୍ବଳ (ବିଶ୍ୱକୋଷ) — ୨, Weak.



  • (file)
  • (file)