Jump to content

ଶ୍ଳାଘୀ

ଉଇକିଅଭିଧାନ‌ରୁ

ଶ୍ଳାଘୀ

ଉଚ୍ଚାରଣ

[ସମ୍ପାଦନା]
[ଶ୍ଲାଘ୍ମିନୀ—ସ୍ତ୍ରୀ] 

ସଂସ୍କୃତ - ବିଣ—(ଶ୍ଳାଘିନ୍ ଶବ୍ଦ, ଶ୍ଳାଘା+ଅଛି ଅର୍ଥରେ. ଇନ୍)

[ସମ୍ପାଦନା]
୧. ପ୍ରଶଂସାକାରୀ —୧. Praising.
୨. ଆତ୍ମପ୍ରଶଂସାକାରୀ —୨. Self-eulogising.