Jump to content

ଶ୍ଳାଘ୍ୟ

ଉଇକିଅଭିଧାନ‌ରୁ

ଶ୍ଳାଘ୍ୟ

ଉଚ୍ଚାରଣ

[ସମ୍ପାଦନା]
(ଶ୍ଳାଘ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଣ—(ଶ୍ଳାଘ୍ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ପ୍ରଶଂସନୀୟ; ପ୍ରଶଂସାର୍ହ —୧. Deserving praise; praisworthy; commendable.
୨. ପ୍ରଶସ୍ତ —୨. Excellent.
୩. ସ୍ପୃହଣୀୟ —୩. Desirable.
୪. ବାଞ୍ଛିତ — ୪. Wished for.