ଶ୍ଳିଷ୍ଟ
ଦେଖଣା
ଶ୍ଳିଷ୍ଟ
ଉଚ୍ଚାରଣ
[ସମ୍ପାଦନା](ଶ୍ଳିଷ୍ଟା—ସ୍ତ୍ରୀ) (ଶ୍ଳିଷ୍ଟି—ସ୍ତ୍ରୀ)
ସଂସ୍କୃତ - ବିଣ—(ଶ୍ଳିଷ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଆଲିଙ୍ଗନ — ୧. Embraced.
- ୨. (+କର୍ତ୍ତୃ. ତ; ଶ୍ଳେଷ— ଯୁକ୍; ଅନେକାର୍ଥ ବାଚକ — ୨. Conveying many meaning; containing a pun.
- ୩. ସଂଶ୍ଳିଷ୍ଟ; ସଂଯୁକ୍ତ —୩. Joined with; conjoined; connected with; adhering to.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (+ଭାବ. ତ) ଆଲିଙ୍ଗନ (ବିଶ୍ୱକୋଷ) —୧. Embrace.
- ୨. ଶ୍ଳେଷଯୁକ୍ତ ବାକ୍ୟ; ଅନେକାର୍ଥକ ଏକରୂପାନ୍ୱିତ ବାକ୍ୟ (ବିଶ୍ୱକୋଷ) ୨. Expression having different meaning or meaning other than the apparent one