ଶ୍ଳିଷ୍ଟାକ୍ଷେପ
ଆକ୍ଷେପାଳଙ୍କାର ବିଶେଷ — A kind of covert figure of speech.
[ଦ୍ରଷ୍ଟବ୍ୟ —ଶ୍ଳିଷ୍ଟ ପଦ ପ୍ରୟୋଗଦ୍ୱାରା ଯେଉଁଠାରେ ଆକ୍ଷେପୋକ୍ତି ହୁଏ ସେଠାରେ ଏ ଅଳଙ୍କାର ହୁଏ]