ଶ୍ଳିଷ୍ଟାର୍ଥ
ଦେଖଣା
ଶ୍ଳିଷ୍ଟାର୍ଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶ୍ଳେଷାର୍ଥ (ଦେଖ) - Ṡḻeshārtha (See)
[ଦ୍ରଷ୍ଟବ୍ୟ —ଅଭିଳଷିତ; ଅଥଚ ଅବିସ୍ପଷ୍ଟ ଏକରୂପାନ୍ୱିତ ବାକ୍ୟକୁ ଶ୍ଳିଷ୍ଟ ବୋଲାଯାଏ ଉଦାହରଣ ସ୍ୱରୂପ, ଜଣକୁ ଶ୍ଳିଷ୍ଟଦ୍ୱାରା ନିନ୍ଦା କରିବାକୁ ହେବ, ଏପରି ସ୍ଥଳରେ ଏରୂପ ବାକ୍ୟରେ ନିନ୍ଦାର ବିଷୟ ଅବିସ୍ପଷ୍ଟ ଭାବରେ ନିହିତ ଥିବ, ଅଥଚ ପ୍ରଥମେ ଶୁଣିବା ଲୋକଙ୍କୁ ତାହା ନିନ୍ଦା ବୋଲି ଜଣାଯିବ ନାହିଁ; କିନ୍ତୁ ସେ ବାକ୍ୟକୁ ତଳେଇ କରି ବୁଝିଲେ ସେଥିରେ ବାକ୍ୟ ପ୍ରୟୋଗକାରୀର ଉଦ୍ଦିଷ୍ଟ ନିନ୍ଦା ବୁଝାଯିବ (ବିଶ୍ୱକୋଷ) ଶ୍ଲେଷ ତଳେ ଦେଖ]