ଶ୍ଳିଷ୍ଟ ରୂପକ
ରୂପକାଳଙ୍କାର ଭେଦ — A kind of convert simile.
[ଦ୍ରଷ୍ଟବ୍ୟ —ଯେଉଁ ସ୍ଥଳରେ ଶ୍ଲିଷ୍ଟ ଶବ୍ଦଦ୍ୱାରା ରୂପକାଳଙ୍କାର ହୁଏ ସେହି ସ୍ଥଳରେ ଏହି ଅଳଙ୍କାର ହୁଏ—ବିଶ୍ୱକୋଷ]