Jump to content

ଶ୍ଳୀଳ

ଉଇକିଅଭିଧାନ‌ରୁ

ଶ୍ଳୀଳ

ଉଚ୍ଚାରଣ

[ସମ୍ପାଦନା]
(ଶ୍ଳୀଳ—ସ୍ତ୍ରୀ) 

[ଅଶ୍ଳୀଳ—ବିପରୀତ]

[ଶ୍ଳୀଳତା—ବୢ]

ସଂସ୍କୃତ - ବିଶେଷଣ - (ପୁଂ)—(ଶ୍ରୀ+ଯୁକ୍ତାର୍ଥେ. ଳ; ଶ୍ରୀ=ଶ୍ଳୀ)

[ସମ୍ପାଦନା]
୧. ଶ୍ରୀଯୁକ୍ତ —୧. Glorious; beautiful.
୨. ସୌଭାଗ୍ୟବାନ୍ —୨. Fortunate.
୩. ସୁଖୀ — ୩. Happy.
୪. ଶିଷ୍ଟ; ଭଦ୍ର — ୪. Gentlemanly;decent.