ଶ୍ଳେଷ୍ମଜ୍ୱର
(ଶ୍ଲେଷ୍ମା ଜର—ଦେଶଜରୂପ)
=== ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଶ୍ଳେଷନ୍+ଜ୍ୱର)
କଫ ଜନିତଜର Fever due to cold