Jump to content

ଶ୍ଳେଷ୍ମଣ

ଉଇକିଅଭିଧାନ‌ରୁ

ଶ୍ଳେଷ୍ମଣ

ଉଚ୍ଚାରଣ

[ସମ୍ପାଦନା]
[ଶ୍ଳେଷ୍ମଣା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପଂ(ଶ୍ଳେଷ୍ମନ୍+ଅଛି ଅର୍ଥରେ ଅ)

[ସମ୍ପାଦନା]

କଫରୋଗ, ବିଶିଷ୍ଟ; କଫଯୁକ୍ତ —Phlegmatic.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କଫ (ବିଶ୍ୱକୋଷ) —Phlegm.