Jump to content

ଶ୍ଳେଷ୍ମଳ

ଉଇକିଅଭିଧାନ‌ରୁ

ଶ୍ଳେଷ୍ମଳ

ଉଚ୍ଚାରଣ

[ସମ୍ପାଦନା]
(ଶ୍ଲେଷ୍ମଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ(ଶ୍ଳେଷ୍ମନ୍+ଯୁକ୍ତାର୍ଥେ ଳ)

[ସମ୍ପାଦନା]

ଶ୍ଳେଷ୍ମାଯୁକ୍ତ; କଫଯୁକ୍ତ; ଶ୍ଳେଷ୍ମ ପ୍ରଧାନ —Phlegmatic.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶ୍ଳେଷ୍ମାତକ (ଦେଖ) - (ବିଶ୍ୱକୋଷ) — Cordia Myxa.