ଶ୍ଳେଷ୍ମା
ଦେଖଣା
ଶ୍ଳେଷ୍ମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଶ୍ଳିଷ୍ ଧାତୁ—ଆଲିଙ୍ଗନ କରିବା+କର୍ତ୍ତୃ. ମନ୍, ଶ୍ଳେଷ୍ମନ୍ ଶବ୍ଦ, ୧ମା ୧ବ)
[ସମ୍ପାଦନା]- ୧. କଫ — ୧. Phlegm.
[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ମତରେ କଫ, ଶୁଭ୍ର, ଗୁରୁ, ସ୍ନିଗ୍ଧ, ପିଚ୍ଛିଳ, ଶୀତଳ ଓ ତମୋଗୁଣର ଆଧିକ୍ୟଯୁକ୍ତ, ମଧୁର ରସାତ୍ମକ ଏହା ବିଦଗ୍ଧ ହେଲେ ଲବଣସ୍ୱାଦ ହୁଏ ଜଠରାଗ୍ନିର ତେଜରେ ଏହା ଫେନିଳ ହୁଏ ଏହା ଶରୀରସ୍ଥ 'ରସ', ନାମକ ଧାତୁର ମଳ ରକ୍ତାଶୟର ନିମ୍ନଦେଶରେ ଶ୍ଳୋଷ୍ମାଶୟ ଅବସ୍ଥିତ
- ୨. ଶିଂଘାଣି —୨. Mucus inside the nose.
- ୩. ଶରଦି —୩. Cold; chill.