Jump to content

ଶ୍ଳେଷ୍ମାତକ

ଉଇକିଅଭିଧାନ‌ରୁ

ଶ୍ଳେଷ୍ମାତକ

ଉଚ୍ଚାରଣ

[ସମ୍ପାଦନା]

(ଶ୍ଳେଷ୍ମାତ[ଟ]—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍)

[ସମ୍ପାଦନା]

ଶ୍ଳେଷ୍ନଘ୍ନ (ଦେଖ) - — Ṡḻeshmaghna (See).

ବିଶେଷ୍ୟ - (ବୈଦ୍ୟକ) (ଶ୍ଳେଷ୍ମନ୍+ଅନ୍ତ୍ ଧାତୁ+ଅକ, ଯାହା କଫ ନାଶ କରେ)

[ସମ୍ପାଦନା]
୧. ବହୁବାର; ଗରଭଣା (ଗଛ); ଲସୋଡା କୋଳି (ଗଛ) —୧. Cordia Latifolia; Cordia Myxa.
୨. ଓଉ — ୨. Dillena Speciosa.

[ଦ୍ରଷ୍ଟବ୍ୟ —ମନୁସଂହିତାର ୬ ୧୪:ରେ ଅଛି ଯେ ବ୍ରାହ୍ମଣ ମଦ୍ୟ, ମାଂସ, ଭୂଇଁଛତୁ, ଭୁସ୍ତୃଣ, ଶଜନା ଓ ଶ୍ଳେଷ୍ମାତକ ଫଳ ଖାଇବ ନାହିଁ ଯଦି ଶ୍ଳେଷ୍ମାତକର ଅର୍ଥ ଓଉ ହୁଏ, ତେବେ ଉତ୍କଳରେ ହବିଶ୍ୱାନ୍ନ ସଙ୍ଗେ ବିଧବାମାନେ ମଧ୍ୟ ଓଉ ରାନ୍ଧି ଖାଇବା ଦେଖାଯାଏ; ଏଥିରୁ ଅନୁମାନ ହୁଏ ଏହା ଗରଭଣା]