ଶ୍ଳେଷ୍ମ ପ୍ରକୃତି
ଦେଖଣା
ଶ୍ଳେଷ୍ମ ପ୍ରକୃତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ(ଶ୍ଳେଷ୍ମପ୍ରଧାନା ପ୍ରକୃତି ଯାହାର; ବହୁବ୍ରୀହି)
[ସମ୍ପାଦନା]କଫଧାତୁର ଆଧିକ୍ୟ ଥାଏ —A person of phlegmatic temperament.
[ଦ୍ରଷ୍ଟବ୍ୟ —ଏ ବ୍ୟକ୍ତି ସୁସ୍ନିଗ୍ଧ ବର୍ଣ୍ଣ, ଶୁଭନେତ୍ର, ଶ୍ୟାମବର୍ଣ୍ଣ, ଉତ୍ତମ କେଶଯୁକ୍ତ, ଦୀର୍ଘ ନଖ ଓ ରୋମଯୁକ୍ତ, ଗମ୍ଭୀର ଶବ୍ଦବିଶିଷ୍ଟ, ଶାସ୍ତ୍ରାମୋଦୀ, ନିଦ୍ରା ଓ ତନ୍ଦ୍ରାପ୍ରିୟ, ତ୍ରିକଟୁଷ୍ଣଭୋଜୀ, ମାଂସଳ, ସ୍ନିବ୍ଧରପ୍ରିୟ, ଗୀତ ବାଦ୍ୟପ୍ରିୟ, ସହିଷ୍ଣୁ, ବ୍ୟାୟାମଶୀଳ ଓ ରତିଲାଳସା— ନ୍ୱିତ—ଅତ୍ରିସଂହିତା]