Jump to content

ଶ୍ଳୋକମୟ

ଉଇକିଅଭିଧାନ‌ରୁ

ଶ୍ଳୋକମୟ

ଉଚ୍ଚାରଣ

[ସମ୍ପାଦନା]
(ଶ୍ଳୋକମୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଶ୍ଳୋକ+ଯୁକ୍ତାର୍ଥେ. ମୟ)

[ସମ୍ପାଦନା]
୧. ଯାହା ଶ୍ଳୋକଦ୍ୱାରା ରଚିତ ବା ପ୍ରକାଶିତ; ଛନ୍ଦୋବଦ୍ଧ —୧. Composed in metre; metrical
୨. ଶ୍ଳୋକବିଶିଷ୍ଟ; ଶ୍ଳୋକ— ଯୁକ୍ତି —୨. Consisting of Ṡḻokas.

[ଯଥା— ଶ୍ଳୋକମୟ ଯନ୍ତ୍ର]