ଶ୍ଳୋକି ଚୌର୍ଯ୍ୟ
(ଶ୍ଳୋକଚୋରି—ଦେଶଜ - ରୂପ)
ଅନ୍ୟ ବ୍ୟକ୍ତିଙ୍କ ରଚିତ ଶ୍ଳୋକକୁ ଆପଣାର ରଚନାରୂପେ ବ୍ୟବହାର କରିବା — Plagiarism in poetry; using another's composition with a view to pass it off as one's own.