Jump to content

ଶ୍ଳୋକ ଚୋର

ଉଇକିଅଭିଧାନ‌ରୁ

ଶ୍ଳୋକ ଚୋର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଅନ୍ୟଦ୍ୱାରା ରଚିତ ଶ୍ଳୋକକୁ ଆପଣାର ରଚନା ବୋଲି ଲୋକଙ୍କୁ ଭଣ୍ଡାଇବା ବ୍ୟକ୍ତି —୧. Plagiary; plagiarist.
୨. ସାମାନ୍ୟ ବା ହୀନ କବି —୨. Poetaster.