Jump to content

ଶ୍ଳୋକ ରଚକ

ଉଇକିଅଭିଧାନ‌ରୁ

ଶ୍ଳୋକ ରଚକ

ଉଚ୍ଚାରଣ

[ସମ୍ପାଦନା]

(ଶ୍ଳୋକରଚୟିତା—ଅନ୍ୟରୂପ)

ଶ୍ଳୋକରଚିକା, ଶ୍ଳୋକ ରଚୟିତ୍ରୀ—ସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - ଓ ବିଣପୁଲିଙ୍ଗ - (ଶ୍ଳୋକ+ରଚ ଧାତୁ+କର୍ତ୍ତୃ ଅକ)

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଶ୍ଳୋକ ଯୋଡ଼ି ପାରନ୍ତି —୧. Composer of poems.
୨. କବି —୨. Poet.