ଶ୍ଳୋପା
ଦେଖଣା
ଶ୍ଳୋପା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଇଂ—ସ୍ଲୂପ୍)
[ସମ୍ପାଦନା]କ୍ଷୁଦ୍ର ଜାହାଜ —Sloop.
[ଉ—ଏକଡୁଲିଆ ସାନ ଜାହାଜର ନାମ ଶ୍ଳୋପା ଫକୀରମୋହନ ଗଳ୍ପସଳ୍ପ]
[ବିଶେଷ ଦ୍ରଷ୍ଟବ୍ୟ—ଅନ୍ୟାନ୍ୟ ଶବ୍ଦ କୋଷରେ 'ଶ୍ଳ' ପରେ 'ଶ୍ୱ' ଦିଆଯାଇ ଅଛି, କିନ୍ତୁ ଏହି ଗ୍ରନ୍ଥରେ ବର୍ଗ୍ୟ ବ ଓ ଅବର୍ଗ୍ୟ ବର ପ୍ରଭେଦ ରଖା ନ ଯାଇ ପ ବର୍ଗର ୩ୟ ବର୍ଣ୍ଣ ବର୍ଗ୍ୟ ବ ତଳେ ସବୁ 'ବ' ବିଶିଷ୍ଟ ଶବ୍ଦମାନ ସନ୍ନିବେଶିତ ହୋଇଥିବାରୁ 'ଶ୍ଚ' ପରେ 'ଶ୍ୱ' ଆଦ୍ୟରେ ଥିବା ଶବ୍ଦମାନ ସଂନ୍ନିବେଶିତ ହୋଇଅଛି]