ଶ୍ୟାବଦନ୍ତୀ
ଶ୍ୟାବଦନ୍ତ (ଦେଖ) - —ṡyābadanta (see)
[ଉ— ନିୟମ ଉଲ୍ଲଂଘନକାରୀ ଶ୍ୟାବଦନ୍ତୀ ଗୁରୁଜନବିରୋଧୀ ଯେ ମାଂସବିକ୍ରୟୀ x x x x ପ୍ରତାରକ ଅପାତ୍ରେ ବେଦ ସମର୍ପକ X X X X ଗୃହଦାହୀ ବୃତ୍ତଭୋଗୀ ଯେ ଅଧ୍ୟାପକ ପାପୀ ବୋଲାନ୍ତି ଏ ଜାଣହେ ନର ଶିଖା କୃଷ୍ଣସିଂହ ମହାଭାରତ ଶାନ୍ତି]